କନକ ବ୍ୟୁରୋ : ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ହଟହଟା ହେବା ନେଇ ଖବର ପ୍ରସାରଣ ପରେ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସସମ୍ମାନେ ସଂଗ୍ରାମୀଙ୍କ ପରିବାରକୁ ଘରେ ଛାଡିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।
ସେପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଅମର୍ଯ୍ୟାଦା ପ୍ରସଙ୍ଗରେ ବିଜେପିକୁ କଡା ସମାଲୋଚନା କରିଛି ବିଜେଡି । ଦଳର ମୁଖପାତ୍ର ପ୍ରତାପ ଦେବ ବିଜେପିର ଏଭଳି କାର୍ଯ୍ୟକ୍ରମକୁ ଶସ୍ତା ରାଜନୀତି ବୋଲି କହି ପ୍ରଶ୍ନ କରିଛନ୍ତି । ସେପଟେ ବିଜେଡି ସମାଲୋଚନାର ଜବାବ ରଖିଛି ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-02-19h00m40s817.png)