ତେଲକୋଇ ସିରିଗେଡାରେ ଅଭାବନୀୟ ଘଟଣା ! ଗୁଣି ଗାରେଡି ସନ୍ଦେହରେ ମା, ଝିଅଙ୍କୁୁ ନିର୍ମମ ହତ୍ୟା

2

କନକ ବ୍ୟୁରୋ : ତେଲକୋଇ ସିରିଗେଡାରେ ଗୁଣି ଗାରେଡି ସନ୍ଦେହରେ ମା ଓ ଝିଅକୁ ନିର୍ମମ ହତ୍ୟା । ବାପ ଓ ପୁଅ ଗୁରୁତର ହୋଇଛନ୍ତି । ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତି କରାଯାଇଛି । ଜଣେ ଯୁବକଙ୍କୁ ଅଟକ ରଖି ପୁଲିସର ପଚରାଉଚରା କରୁଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

Comments are closed.