ଭଲ ରହିବ ମୌସୁମୀର ମୁଡ୍

33

ପ୍ରବଳ ଖରା ଓ ରେକର୍ଡ ତାତି ଭିତରେ ଆସିଛି ଏକ ଭଲ ଖବର । ଏଥର ବଦଳିବ ମୌସୁମୀର ମୁଡ୍ । ୨ ବର୍ଷର ମରୁଡି ସ୍ଥିତିକୁ ମୁକାବିଲା କରିବ ଚଳିତ ମୌସୁମି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଏଥର ସ୍ୱାଭାବିକଠାରୁ ଅଧିକ ହେବ ମୈ÷ସୁମୀ ବର୍ଷା । ଓଡିଶା ସମେତ ୧୦ ଟି ମରୁଜି ଜର୍ଜରିତ ରାଜ୍ୟର ଚାଷିକୂଳ ପାଇଁ ସାଜିଛି ଆଶ୍ୱସ୍ଥିର ଖବର । ୧୦୬ ପ୍ରତିଶତ ମୌସୁମୀ ବର୍ଷିବା ନେଇ ପାଣିପାଗ ବିଭାଗର ଆକଳନ ଗ୍ରାମାଂଚଳର ଆର୍ଥିକ ସ୍ଥିତି ସହ ଅର୍ଥନୈତିକ ଅଭିବୃଦ୍ଧି କରାଇବାରେ ମଧ୍ୟ ସହାୟକ ହୋବ ବୋଲି ଅନୁମାନ କରାଯାଉଛି ।