ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଚିଟଫଣ୍ଡ ସଂସ୍ଥା ଶୁଭମ୍ ସତ୍ୟମ୍ ଇନଫ୍ରାର ଏମ.ଡି ବିଜୟ ମିଶ୍ରଙ୍କୁ ଗିରଫ କଲା ନୟାପଲ୍ଲୀ ପୁଲିସ । ୮୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ହେଲେ ଗିରଫ ।
ଚିଟଫଣ୍ଡ ସଂସ୍ଥା ଶୁଭମ୍ ସତ୍ୟମ୍ ଇନଫ୍ରାର ଏମ.ଡି ଗିରଫ
/kanak/media/post_attachments/wp-content/uploads/2016/06/BREAKING-PLATE-FOR-WEBSITE.jpg)