କନକ ବ୍ୟୁରୋ : ନାରାୟଣପାଟଣାରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ବରଗି ପଂଚାୟତ ପେଡାଇଟିକ ଗାଁର ରାତନୁ ବିିଡିକା । ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ଅଧିକ ମାଓବାଦୀ ଡାକିନେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ନାରାୟଣପାଟଣାରେ ମାଓବାଦୀଙ୍କ ବର୍ବର କାଣ୍ଡ : ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ଗଳାକାଟି ହତ୍ୟା
/kanak/media/post_attachments/wp-content/uploads/2017/04/mao.jpg)