ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ : ପୁଲିସ ଇନଫର୍ମର ସନ୍ଦେହରେ ବିଜେଡି ସମିତି ସଭ୍ୟଙ୍କୁ ନିସ୍ତୁକ ମାଡ

3

ମାଲକାନଗିରି : ମାଲକାନଗିରିରେ ମାଓବାଦୀଙ୍କ ର୍ବବରକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ବିଜେଡି ସିିମିତି ସଭ୍ୟଙ୍କୁ ନିସ୍ତୁକ ମାଡ । ନାକାମାମୁଡି ପଂଚାୟତ ନିଲାପାରୀ ଗାଁର ମାଧବ ସୀସାଙ୍କୁ ମାଓବାଦୀମାଦେ ନିସ୍ତୁକ ମାଡ ମାରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –

Comments are closed.