ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ପପୁଙ୍କ ପାଇଁ ବଢିଲା ଅଡୁଆ । ପପୁଙ୍କୁ ଗିରଫ ଦାବିରେ ମହିଳା ଥାନା ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା । କାଷ୍ଟିଂ କାଉଚ ଅଭିଯୋଗ ମାମଲାରେ ପପୁଙ୍କୁ ୧୨ ଘଂଟା ମଧ୍ୟରେ ଗିରଫ କରିବାକୁ ଦାବି କରାଯାଇଥିଲା । କିନ୍ତୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି । ମହିଳା ଥାନା ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।
ପପୁଙ୍କ ପାଇଁ ବଢିଲା ଅଡୁଆ : ପପୁଙ୍କୁ ଗିରଫ ଦାବିରେ ମହିଳା ଥାନା ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା
/kanak/media/post_attachments/wp-content/uploads/2016/06/vlcsnap-2016-06-30-12h16m23s446.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)