କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଥିବାବେଳେ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ପୁଣେ ଶିବାଜୀନଗରରେ ଭୋଟିଂ ସମୟରେ ଲାଇଟ୍ ଚାଲିଥିବାରୁ କ୍ୟାଣ୍ଡେଲ ଆଲୁଅରେ ଲୋକେ ମତଦାନ କରିଥିବାର ଦେଖିବାକୁ ମିଳିଛି । ମତଦାନ କେନ୍ଦ୍ରରେ ଭୋଟିିଂରେ ଯେମିତି କିିଛି ଅସୁବିଧା ନଉପୁଜୁ ସେଥିପାଇଁ ପୋଲିଂ ଅଧିକାରୀମାନେ କ୍ୟାଣ୍ଡେଲ ଜାଳିଥିଲେ ।
ମତଦାନ କେନ୍ଦ୍ରରୁ ଆସିଲା ଅଭାବନୀୟ ଦୃଶ୍ୟ । ଭୋଟିଂ ବେଳେ ବିଦ୍ୟୁତ କାଟ୍, ମହମବତି ଆଲୁଅରେ ପଡିଲା ଭୋଟ୍ ।
/kanak/media/post_attachments/wp-content/uploads/2019/10/CANDLE.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)