ଲୋପାମୁଦ୍ରା ମିଶ୍ର ନିର୍ଯ୍ୟାତନା ମାମଲା : ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର, ସ୍ତ୍ରୀ ଏବଂ ପୁଅଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

48

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଲୋପାମୁଦ୍ରା ମିଶ୍ର ନିର୍ଯ୍ୟାତନା ମାମଲା ରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର , ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ଜୁଲାଇ ୨୯ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ଜୁଲାଇ ୨୯ ପର୍ଯ୍ୟନ୍ତ ଗିରଫ କରିପାରିବନି ପୁଲିସ୍ ।