ନବରଙ୍ଗପୁରରେ ଦିନ ଦ୍ୱିପହରରେ ଲୁଟ : କାର କାଚ ଭାଙ୍ଗି ୧୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ

34

କନକ ବ୍ୟୁରୋ : ଦିନ ଦ୍ୱିପହରରେ ଲୁଟ । ନବରଙ୍ଗପୁର ଏଲଆଇସି କଲୋନୀ ସମ୍ମୁଖରୁ କାର କାଚ ଭାଙ୍ଗି ୧୭ ଲକ୍ଷ ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ । ପୁଲିସର ତଦନ୍ତ ଜାରି ରହିଛି । କିଏ କିପରି ଏ ଲୁଟ କଲେ ଓ ଏତେ ଟଙ୍କା ଗାଡିରେ ଥିବା ନେଇ କିଭଳି ଜାଣିଲେ ସେ ନେଇ ପୁଲିସ ଛାନଭିନ ଚଳାଇଛି ।