ଆଠଗଡ : ଅକାଳରେ ଚାଲିଗଲା ତିନି ତିନିଟି ଜୀବନ । ଆମ୍ବଗଛ ମୂଳେ ବସିଥିବାବେଳେ ବଜ୍ରାଘାତରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ଆଠଗଡ ମେଘା ଗାଁରେ ଏହି ଅଘଟଣ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ତିନି ନାବାଳକମାନେ ଆମ୍ବ ଗଛ ମୂଳେ ଆଶ୍ରୟ ନେଇଥିଲେ । ତେବେ ଅଚାନକ ଏମାନଂକ ଉପରେ ବଜ୍ରପାତ ହେବାରୁ ମୃତ୍ୟୁ ହୋଇଛି ।
ଆଠଗଡ ମେଘା ଗାଁରେ ବଜ୍ରାଘାତରେ ୩ ମୃତ
/kanak/media/post_attachments/wp-content/uploads/2016/06/vlcsnap-2016-06-26-16h12m13s150.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)