କନକ ବ୍ୟୁରୋ : ନେତାଙ୍କ କଥା ଶୁଣିବାକୁ ଆଉ ଲୋକଙ୍କ ଇଛା ନାହିଁ । ଏଥିପାଇଁ ସିନେ ଅଭିନେତା କରୁଛନ୍ତି ରାଜନୈତିକ ଦଳ ପାଇଁ ପ୍ରଚାର । ପଂଚାୟତ ନିର୍ବାଚନରେ ସେଲିବ୍ରିଟିଙ୍କ ପ୍ରଚାରକୁ ନେଇ ଏହା କହିଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ତଥା ଅଭିନେତା କୁନା ତ୍ରିପାଠୀ । କୁନା କହିଛନ୍ତି, ଏବେ ଆଉ ନେତାଙ୍କ କଥା ଶୁଣିବାକୁ ଲୋକଙ୍କର ସମୟ ନାହିଁ କି ଇଛା ନାହିଁ । ସେଥିପାଇଁ ସିନେ ଅଭିନେତା କରୁଛନ୍ତି ପ୍ରଚାର ।
ନେତା ନୁହେଁ ଅଭିନେତାଙ୍କ କଥା ଶୁଣିବାକୁ ଲୋକଙ୍କ ଇଛା : କୁନା ତ୍ରିପାଠୀ
/kanak/media/post_attachments/wp-content/uploads/2016/08/vlcsnap-2016-08-12-16h48m31s096.png)