କନକ ବ୍ୟୁରୋ : ଝଲସୁଛି କୋଣାର୍କ ମୁକ୍ତାକାଶ ରଙ୍ଗମଂଚ । ଆରମ୍ଭ ହୋଇଯାଇଛି ୨୬ତମ କୋଣାର୍କ ମହୋତ୍ସବ । ଉଦଘାଟନୀ ସଂଧ୍ୟା ଓଡିଶୀ ନୃତ୍ୟାଙ୍ଗନାଙ୍କ ନିପୁରର ରୁଣୁଝୁଣୁ ଶବ୍ଦରେ ପ୍ରକମ୍ପିତ ହୋଇଥିଲା । ନୂଆଦିଲ୍ଲୀର ମାଧବୀ ମଦଗଲଙ୍କ ସୂର୍ଯ୍ୟ ବନ୍ଦନାରୁ ଆରମ୍ଭ ହୋଇଥିଲା ପ୍ରଥମ ସଂଧ୍ୟାର କାର୍ଯ୍ୟକ୍ରମ । ଏହା ପରେ ପରେ ମଂଚରେ ଚେନ୍ନାଇ ନୃତ୍ୟଶିଳ୍ପୀଙ୍କ କୁଚୁପୁଡି ନୃତ୍ୟ । ଯାହା ଶୀତୁଆ ରାତିରେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/konark.jpg)