ବିଗ୍ ସ୍କି୍ରନରେ କି ଆଣ୍ଡ୍ କା

0

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ଆର.ବାଲକୀଙ୍କ ଫିଲ୍ମ କି ଆଣ୍ଡ କା । ଫିଲ୍ମରେ ଲିଡ ରୋଲରେ ଅଛନ୍ତି ଅର୍ଜୁନ କପୁର ଓ କରୀନା କପୁର ଖାନ । ତେବେ ଫିଲ୍ମରେ ଏକ ଡିଫରେଂଟ ଲୁକରେ ଦେଖିବାକୁ ମିଳିଛି ଅର୍ଜୁନଙ୍କୁ । ସେ ଏଥିରେ ଜଣେ  ଷ୍ଟେ ଆଟ୍ ହୋମ ହଜବ୍ୟାଣ୍ଡ୍ ଭୂମିକାରେ ଆସୁଛନ୍ତି । ଫିଲ୍ମର ଏକ ଗୀତରେ ୪ ଇଂଚର ହାଇହିଲ ପିନ୍ଧି ଡ୍ୟାନ୍ସ କରିଛନ୍ତି ଅର୍ଜୁନ । ଫିଲ୍ମରେ ଭରି ରହିଛି ଅର୍ଜୁନ ଏବଂ କରିନାଂକ ରୋମାନ୍ସର ତଡକା ।

Comments are closed.