କନକ ବ୍ୟୁରୋ : ସୋସିଆଲ ମିଡିଆରେ ଆପତିଜନକ ମନ୍ତବ୍ୟ ନେଇ କେନ୍ଦ୍ରାପଡାରେ ଉତେଜନା । କେନ୍ଦ୍ରାପଡାରେ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଛକାପଞ୍ଝା ହୋଇଛି । ୪୮ ଘଂଟା ପାଇଁ କେନ୍ଦ୍ରାପଡାରେ ଇଂଟରନେଟ ସେବା ବନ୍ଦ କରାଯାଇଛି । ଅପରାହ୍ନ ୩ଟା ପରଠୁ ଆଉ ଇଂଟରନେଟ କାମ କରୁନି । ସେପଟେ ଘଟଣା ସ୍ଥଳରେ ଏସପି ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।
କେନ୍ଦ୍ରାପଡାରେ ୪୮ ଘଂଟା ପାଇଁ ଇଂଟରନେଟ ବନ୍ଦ : ସୋସିଆଲ ମିଡିଆରେ ଆପତିଜନକ ମନ୍ତବ୍ୟ ପରେ ନିଷ୍ପତି
/kanak/media/post_attachments/wp-content/uploads/2017/04/kendrapara.jpg)