କନକ ବ୍ୟୁରୋ: ଚାଲିଛି ଦ୍ୱୀତୟ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା । ରାଜ୍ୟର ୫ଟି ଲୋକସଭା ଏବଂ ଏହା ଅଧିନସ୍ଥ ୩୫ଟି ବିଧାନସଭା କ୍ଷେତ୍ରରେ ମତ ଦେଉଛନ୍ତ ମତଦାତା । ତେବେ କନ୍ଧମାଳ ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା କଣ୍ଟାମାଳରେ ମତ ଦେଇ ନେତା ବାଛୁଛନ୍ତି ମତଦାତା । ତେବେ ଚଳିତ ୨୦୧୯ରେ କାହାକୁ କଣ୍ଟାମାଳ କ୍ଷମତା ଡ଼ୋରୀ ଦେବେ ତାହାକୁ ନେଇ ନେତାଙ୍କ ଛାନିରେ ଛନକା ପଶିଥିବା ଦେଖିବାକୁ ମିଳିଛି ।

Advertisment

୨୦୧୯ର ଲଢେଇ
ବିଜେଡି: ମହୀଧର ରଣା
କଂଗ୍ରେସ: ପ୍ରଶାନ୍ତ କୁମାର ସାହୁ
ବିଜେପି: କହ୍ନେଇ ଚରଣ ଡାଙ୍ଗ

୨୦୧୯-ବିଜେଡି: ମହୀଧର ରଣା
- ୨୦୧୪ ବିଧାୟକ
- ପୂର୍ବତନ ସରପଂଚ
- ଯୋଜନା ବୋର୍ଡ ଅଧ୍ୟକ୍ଷ
- ପାଟଣାଗଡ ଉପ ପର୍ଯ୍ୟବେକ୍ଷକ

୨୦୧୯-କଂଗ୍ରେସ: ପ୍ରଶାନ୍ତ କୁମାର ସାହୁ
- ପ୍ରଥମଥର ବିଧାନସଭା ନିର୍ବାଚନ ଲଢୁଛନ୍ତି
- ଦକ୍ଷ ସଂଗଠକ
- ରାଜ୍ୟ କଂଗ୍ରେସ ଉପସଭାପତି

୨୦୧୯-ବିଜେପି: କହ୍ନେଇ ଚରଣ ଡାଙ୍ଗ
-୨୦୦୯ରେ କଂଗ୍ରେସ ଟିକେଟରୁ ପରାଜିତ
- ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ପରାଜିତ
- ୨୦୧୮ରେ ବିଜେପିରେ ସାମିଲ
- ସରପଂଚ, ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ

ମୈଦାନରେ ମହିଳା ପ୍ରାର୍ଥୀ
-ମହିଳା ପ୍ରାର୍ଥୀ ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ
- କଂଟାମାଳ ବ୍ଲକ ଓ ବୌଦ୍ଧ ବ୍ଲକର ୧୦ଟି ଗ୍ରାମପଂଚାୟତକୁ ନେଇ ନିର୍ବାଚନମଣ୍ଡଳୀ ଗଠିତ

ମୁହାଁମୁହିଁ ପ୍ରାର୍ଥୀ
- ବିଧାୟକ ମହିଧର ରଣାଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି
- କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ ନୂଆ ଚେହେରା
- ୨୦୦୯ରେ କଂଗ୍ରେସ ଏବଂ ୨୦୧୪ରେ ସ୍ୱାଧୀନ ଭାବେ ଲଢି ପରାଜିତ ହେବା ପରେ ଦଳରେ ମିଶାଇ କହ୍ନେଇ ଚରଣ ଡାଙ୍ଗଙ୍କୁ ବିଜେପି ପ୍ରାର୍ଥୀ କରିଛି

publive-imageକଂଟାମାଳ ବିଧାନସଭା ଆସନ
- ୨୦୦୪ରେ ଗଠନ ହେଲା ନିର୍ବାଚନମଣ୍ଡଳୀ
- କନ୍ଧମାଳ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ୨୦୦୯ରେ ବିଜେଡିର ଭଗବାନ କହଁର ବିଧାୟକ
- ୨୦୧୪ରେ ବିଜେଡିର ମହୀଧର ରଣା ବିଧାୟକ

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୪୩ ହଜାର ୦୪୦
- ମତ ଦେଇଥିଲେ – ୧ ଲକ୍ଷ ୧୫ ହଜାର ୪୩୬
- ଭୋଟଦାନ ହାର – ୮୦.୭୦%

୨୦୧୪ର ଫଳାଫଳ
ପ୍ରାର୍ଥୀ                       ଦଳ           ଭୋଟ          ପ୍ରତିଶତ        ଫଳାଫଳ
ମହୀଧର ରଣା            ବିଜେଡି       ୪୯,୨୦୨    ୪୨.୬୨%    ବିଜୟୀ
ହରିନାରାୟଣ ପ୍ରଧାନ    କଂଗ୍ରେସ      ୨୩,୮୩୬     ୨୦.୬୫%   ପରାସ୍ତ
ସୁଧାଂଶୁ ଡାଙ୍ଗ            ବିଜେପି        ୯,୩୩୬       ୮.୦୯%     ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ମହୀଧର ରଣା
ଦଳ - ବିଜେଡି
ଭୋଟ - ୪୯,୨୦୨
ପ୍ରତିଶତ - ୪୨.୬୨%
ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ସୁଧାଂଶୁ ଡାଙ୍ଗ
ଦଳ - ବିଜେପି
ଭୋଟ - ୯,୩୩୬
ପ୍ରତିଶତ - ୮.୦୯%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ହରିନାରାୟଣ ପ୍ରଧାନ
ଦଳ - କଂଗ୍ରେସ
ଭୋଟ - ୨୩,୮୩୬
ପ୍ରତିଶତ - ୨୦.୬୫%
ଫଳାଫଳ - ପରାସ୍ତ

ସ୍ୱାଧୀନ ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - କହ୍ନେଇ ଚରଣ ଡାଙ୍ଗ
ଦଳ – ସ୍ୱାଧୀନ
ଭୋଟ - ୨୩,୬୮୮
ପ୍ରତିଶତ - ୨୦.୫୨%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡ଼ିର ମହୀଧର ରଣା ନିର୍ବାଚନ ଜିତିଥିଲେ
- ୪୯ ହଜାର ୨୦୨ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ହରିନାରାୟଣ ପ୍ରଧାନଙ୍କୁ ପରାସ୍ତ କରିଥିଲେ
- ୨୫ ହଜାର ୩୬୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୭ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୩୯ ହଜାର ୩୩୩
- ମତ ଦେଇଥିଲେ – ୧ ଲକ୍ଷ ୨ ହଜାର ୮୯୯
- ଭୋଟଦାନ ହାର – ୭୩.୮୭%

୨୦୦୯ର ଫଳାଫଳ
ପ୍ରାର୍ଥୀ                    ଦଳ             ଭୋଟ          ପ୍ରତିଶତ       ଫଳାଫଳ
ଭଗବାନ କହଁର         ବିଜେଡି        ୪୫,୯୭୯    ୪୪.୬୮%    ବିଜୟୀ
କହ୍ନେଇ ଚରଣ ଡାଙ୍ଗ    କଂଗ୍ରେସ      ୩୧,୫୨୬     ୩୦.୬୪%    ପରାସ୍ତ
ହରିନାରାୟଣ ପ୍ରଧାନ    ବିଜେପି       ୨୦,୪୪୮     ୧୯.୮୭%    ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଭଗବାନ କହଁର
ଦଳ - ବିଜେଡି
ଭୋଟ - ୪୫,୯୭୯
ପ୍ରତିଶତ – ୪୪.୬୮%
ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ହରିନାରାୟଣ ପ୍ରଧାନ
ଦଳ - ବିଜେପି
ଭୋଟ - ୨୦,୪୪୮
ପ୍ରତିଶତ – ୧୯.୮୭%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – କହ୍ନେଇ ଚରଣ ଡାଙ୍ଗ
ଦଳ - କଂଗ୍ରେସ
ଭୋଟ - ୩୧,୫୨୬
ପ୍ରତିଶତ - ୩୦.୬୪%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡ଼ିର ଭଗବାନ କହଁର ବିଜୟ ହାସଲ କରିଥିଲେ
- ୪୫ ହଜାର ୯୭୯ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ିି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗଙ୍କୁ ପରାସ୍ତ କରିଥିଲେ
- ୧୪ ହଜାର ୪୫୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୩ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
- ୨୦୧୪ରେ ବିଜେଡ଼ି, କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ବଦଳାଇଥିଲା
- ବିଧାୟକ ଭଗବାନ କହଁରଙ୍କ ବଦଳରେ ମହୀଧର ରଣାଙ୍କୁ ପ୍ରାର୍ଥୀ କରି ବିଜୟୀ ହୋଇଥିଲା ବିଜେଡି
- କହ୍ନେଇ ଚରଣ ଡାଙ୍ଗଙ୍କ ବଦଳରେ ହରିନାରାୟଣ ପ୍ରଧାନଙ୍କୁ ପ୍ରାର୍ଥୀ କରି କମ୍ ଭୋଟ୍ ପାଇଥିଲା କଂଗ୍ରେସ
- ବିଜେପିର ହରିନାରାୟଣ ପ୍ରଧାନଙ୍କ ବଦଳରେ ସୁଧାଂଶୁ ଡାଙ୍ଗ ନିର୍ବାଚନ ଲଢ଼ିଥିଲେ