କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍

36

ବାଲେଶ୍ୱର ବିକାଶ ଉତ୍ସବରେ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କୁ  । ତେବେ କେବଳ ଭିନ୍ନ ରୂପ ନୁହେଁ ଭିନ୍ନ ଭିନ୍ନ ଜନକଲ୍ୟାଣ ମୂଳକ କାମ କରିଥିବା କୁହନ୍ତି ଜୁଏଲ୍  । ଏତେ ସବୁ କାର୍ଯ୍ୟ ପରେ ବି ଯେମିତି ଧର୍ମେନ୍ଦ୍ରଙ୍କ ସାମ୍ନାରେ ଫିକା ପଡିଯାଇଛନ୍ତି ଜୁଏଲ । ଲୋକଲୋଚନକୁ କାହିଁକି ଆସି କାରୁନାହାନ୍ତି ଜୁଏଲ । ଏହି ସବୁ ପ୍ରଶ୍ନରେ କଣ ଥିଲା ଜୁଏଲଙ୍କ ଉତର ଦେଖନ୍ତୁ ୱାନ ଟୁ ୱାନର ଏହି ଏପିସୋଡରେ : –