କନକ ବ୍ୟୁରୋ : ଇସ୍ରୋରେ ମହାକାଶକୁ ସବୁଠୁ ବଡ ଉତେକ୍ଷପଣ । ଇସ୍ରୋ ପିଏସଏଲଭି ଜରିଆରେ ୮ଟି ଉପଗ୍ରହକୁ ଉତକ୍ଷେପଣ କରିଛି । ମହାକାଶରେ ପିଏସଏଲଭି ରକେଟର ସବୁଠୁ ଲମ୍ବା ଉଡାଣ । ୨ଟି ଭିନ୍ନ ଭିନ୍ନ କକ୍ଷରେ ୮ଟି ଉପଗ୍ରହକୁ ଅବସ୍ଥାପିତ କରାଯିବ । ଶ୍ରୀହରିକୋଟା ସତିଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ୯ଟା ୧୨ ମିନିଟରେ ୩୨୦ଟନର ପିଏସଏଲଭି-ସି ୩୫ ଆଠ ଉପଗ୍ରହକୁ ନେଇ ମହାକାଶ ଯାତ୍ରା ଆରମ୍ଭ କରିଛି । ୩ଟି ଭାରତୀୟ ଓ ୫ଟି ବିଦେଶୀ ଉପଗ୍ରହକୁ ଉତକ୍ଷେପଣ କରିଛି ।
ଇସ୍ରୋ ପିଏସଏଲଭି ଜରିଆରେ ୮ଟି ଉପଗ୍ରହକୁ କଲା ଉତକ୍ଷେପଣ
/kanak/media/post_attachments/wp-content/uploads/2016/09/vlcsnap-2016-09-26-09h20m09s259.png)