ଯେତେବେଳେ କ୍ରିକେଟ୍ ବିଶ୍ୱକପ୍ ରେ ଭାରତ ଏବଂ ପାକିସ୍ତାନ ଭିତରେ କଡା ଟକ୍କର ହୁଏ ସେତେବେଳେ ଏହାଠାରୁ ବଡ ରୋମାଞ୍ଚକର ଆଉ କିଛି ହୋଇନପାରେ । ରବିବାର ହୋଇଥିବା ମ୍ୟାଚରେ ଭାରତୀୟ ଟିମ୍ ପାକିସ୍ତାନକୁ ୮୯ ରନ୍ ରେ ହରାଇଥିଲେ ।

Advertisment

publive-image

ଏହାସହ ପାକିସ୍ତାନ ବିରୋଧରେ ଏହା ଭାରତୀୟ ଟିମ୍ ର ସବୁଠାରୁ ବଡ ବିଜୟ ବି ହେଲା । ପାକିସ୍ତାନ ୪୦ ଓଭରରେ ୬ ୱିକେଟରେ ୨୧୨ ରନ୍ କରିଥିଲା ।

publive-image

ପ୍ରଥମ ମଇଦାନରେ କୋହଲି ଟିମ୍ ପାକ୍ କୁ ଧୂଳି ଚଟାଇବା ପରେ ଭାରତୀୟ ପ୍ରଶଂସକ ବାକି ଥିବା କାମକୁ ସୋସିଆଲ୍ ମିଡିଆରେ ପୂରଣ କରିଦେଇଛନ୍ତି । ପାକ୍ ର ପରାଜୟ ପରେ ସୋସିଆଲ୍ ମିଡିଆରେ ଧୁରନ୍ଧର ବ୍ୟାଟିଙ୍ଗ୍ ହେଲା ଏବଂ ଏକାଧିକ କୌତୁକିଆ ମିମ୍ସ ସେୟାର୍ କରାଗଲା ।

publive-image

ଅନ୍ୟପକ୍ଷେ ପାକ୍ ପ୍ରଶଂସକ ମଧ୍ୟ ନିଜ ଟିମ୍ ର ଖରାପ ପ୍ରଦର୍ଶନ ପାଇଁ ରାଗ ଜାହିର କରି ଟିମର କ୍ଲାସ ଲଗାଇଛନ୍ତି ।

publive-image

ତେବେ ଦେଖନ୍ତୁ ସୋସିଆଲ୍ ମିଡିଆରେ ଘୁରିବୁଲୁଥିବା କିଛି ଫନି ମିମ୍ସ ।

publive-image