କନକ ବ୍ୟୁରୋ : ପ୍ରଶ୍ନକାଳ ପରେ ଗୃହକୁ ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି । ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ତେବେ ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ଅର୍ଥ ମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ଏବଂ ମୁଖ୍ୟ ସଚେତକ ମଧ୍ୟ ସାମିଲ ଅଛନ୍ତି । ସର୍ବଦଳୀୟ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ ରହିଛନ୍ତି ।
ଗୃହକୁ ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି । ଗୃହ ସୁପରିଚାଳନା ପାଇଁ ଡାକିଲେ ସର୍ବଦଳୀୟ ବୈଠକ ।
/kanak/media/post_attachments/wp-content/uploads/2019/11/Assembly.jpg)