କୁଆଡେ ଗଲା ମଣିଷପଣିଆ ? ପର କରିଦେଲା ପରିବାର . . .

20

ନବରଙ୍ଗପୁର : ଦୁଇ ପଇସା ରୋଜଗାର କରିବାର କ୍ଷମତା ହରାଇବା ପରେ ହାତ ଛାଡିଦେଲେ ପରିବାର ଲୋକ । ସ୍ତ୍ରୀ ଓ ପିଲାଙ୍କୁ ନିର୍ଯାତନା ଦେଲେ । ଘରୁ ବି ବାହାର କରିଦେଲେ । ତଥାପି ସେ ପରିବାର ବିରୋଧରେ ଯାଇ ନାହାଁନ୍ତି । ଥାନାର ଦ୍ୱାରସ୍ଥ ନହୋଇ ଗଛମୂଳେ ପିଲାଛୁଆଙ୍କୁ ଧରି ପଡି ରହିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ନୂଆଗୁଡା ସାହିର ଉପେନ୍ଦ୍ର ହରିଜନ । ଉପେନ୍ଦ୍ରଙ୍କ ମନ ତଳର ମରମ କଥାର କାହାଣୀ ଦେଖନ୍ତୁ ଏହି ଭିଡିଓରେ : –