ଶିଳ୍ପ ସଂସ୍ଥାକୁ ଜାଲ ନୋଟିସ୍ ପ୍ରସଙ୍ଗ : ୪ଟି ଜାଗାରେ କ୍ରାଇମବ୍ରାଂଚର ଚଢାଉ ଜାରି

0

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ : ଶିଳ୍ପ ସଂସ୍ଥାକୁ ଜାଲ ନୋଟିସ୍ ପ୍ରସଙ୍ଗ । ୪ଟି ଜାଗାରେ କ୍ରାଇମବ୍ରାଂଚର ଚଢାଉ ଜାରି । କଟକର ମଙ୍ଗଳାବାଗ , ଜଗତପୁର ,ଭୁବନେଶ୍ୱର ଓ ଅନୁଗୁଳରେ ଚଢାଉ ଜାରି । ସୂଚନା ଦେଲେ ସ୍ପେଶାଲ ଡିଜି ବିକେ ଶର୍ମା ।

Comments are closed.