ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଦିନ କେଇଟା ପରେ ଓଡିଶା ଛୁଇଁବ ମୌସୁମି । ବର୍ଷା ଆଗମନକୁ ନେଇ ଚାଷୀକୂଳ ହୋଇଉଠିଛନ୍ତି ତତ୍ପର । ଧାନ ଚାଷ ପାଇଁ କାମରେ ଲାଗି ଗଲେଣି ଚାଷୀ । ହେଲେ ଏଯାଏଁ ଚାଷୀଙ୍କ ପାଖରେ ପହଂଚିପାରୁନି ବିହନ । ଫଳରେ ଚିନ୍ତାରେ ଚାଷି । ସେପଟେ କୃଷି ବିଭାଗ କହୁଛି ବିହନ ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ ।
ଦିନ କେଇଟା ପରେ ଓଡିଶା ଛୁଇଁବ ମୌସୁମି : ବର୍ଷା ଆଗମନକୁ ନେଇ ଚାଷୀକୂଳ ତତ୍ପର
/kanak/media/post_attachments/wp-content/uploads/2016/06/vlcsnap-2016-06-13-17h34m31s808.png)