ଦିନ କେଇଟା ପରେ ଓଡିଶା ଛୁଇଁବ ମୌସୁମି : ବର୍ଷା ଆଗମନକୁ ନେଇ ଚାଷୀକୂଳ ତତ୍ପର

0

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଦିନ କେଇଟା ପରେ ଓଡିଶା ଛୁଇଁବ ମୌସୁମି । ବର୍ଷା ଆଗମନକୁ ନେଇ ଚାଷୀକୂଳ ହୋଇଉଠିଛନ୍ତି ତତ୍ପର । ଧାନ ଚାଷ ପାଇଁ କାମରେ ଲାଗି ଗଲେଣି ଚାଷୀ । ହେଲେ ଏଯାଏଁ ଚାଷୀଙ୍କ ପାଖରେ ପହଂଚିପାରୁନି ବିହନ । ଫଳରେ ଚିନ୍ତାରେ ଚାଷି । ସେପଟେ କୃଷି ବିଭାଗ କହୁଛି ବିହନ ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ ।

Comments are closed.