ଘୁଚିଂଲା ସ୍କୁଲ ଛୁଟି । ଆସନ୍ତା ୨୬ ଯାଏର୍ଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର । ପୂର୍ବରୁ ଖରା ତାତିକୁ ଦୃଷ୍ଟିରେ ରଖି ୨୦ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା ।
ଖରା ତାତିକୁ ଦେଖି ସରକାର ସତର୍କ,ଆସନ୍ତା ୨୬ ଯାଏଁ ଘୁଚିଂଲା ସ୍କୁଲ ଛୁଟି
/kanak/media/post_attachments/wp-content/uploads/2016/04/vlcsnap-2016-04-19-13h56m33s842.png)