କନକ ବ୍ୟୁରୋ : ଶ୍ରୀଯୁକ୍ତ ମନୋଜ ଦାସ ରୁହନ୍ତି ପଣ୍ଡିଚେରୀରେ । ହେଲେ ଓଡିଶାର କଳା , ସାହିତ୍ୟ ଓ ସଂସ୍କୁତି ସହ ସେ ଖୁବ୍ ପରିଚିତ । ବର୍ଷ ବର୍ଷ ଧରି ସେ ସାହିତ୍ୟ ସାଧନା ସହ ଅନେକ ସାହିତ୍ୟ କୃତି ସେ ଉପହାର ଦେଇଛନ୍ତି । ଶ୍ରୀ ମନୋଜ ଦାସ କେବଳ ଜଣେ ସାହିତ୍ୟିକ ନୁହଁନ୍ତି ଚିନ୍ତାନାୟକ ବ୍ୟକ୍ତି ମଧ୍ୟ ।
ବାମପନ୍ଥୀ ଚିନ୍ତା ଧାରାରୁ ନିଜର ଜୀବନ ଆରମ୍ଭ କରିଛନ୍ତି ଶ୍ରୀଯୁକ୍ତ ଦାସ । ସମାଜର ଅନେକ ଘଟଣାକୁ ନେଇ ସେ ନିଜର କଲମ ଚାଳନା କରିଛନ୍ତି । ଆଜିର ଦିନରେ ସମାଜରେ ଘଟିଯାଉଥିବା ବିଭିନ୍ନ ଘଟଣାବଳୀକୁ ନେଇ ଦେଇଛନ୍ତି ଟିପ୍ପଣୀ । ଆସନ୍ତୁ ୱାନ ଟୁ ୱାନର ସ୍ୱତନ୍ତ୍ର ସାକ୍ଷାତକାରରେ ଭେଟିବା ବିଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/manoj-das.jpg)