ସୂର୍ଯ୍ୟଙ୍କ ପରେ ତାରା ଦୋହରାଇଛନ୍ତି ମାଡ଼ତତ୍ତ୍ୱ । ବିଧାନସଭା ମୌସୁମୀ ଅଧିବେଶନ ଶୂନ୍ୟକାଳରେ ପିସି କାରବାର ରୋକିବା ପାଇଁ ମାଡ଼ ସମର୍ଥନରେ ଯୁକ୍ତି ରଖିଛନ୍ତି ତାରା ପ୍ରସାଦ ବାହିନୀପତି । ତୃତୀୟ ମହଲାର ଇଂଗିତରେ ପିସି କାରବାର ଚାଲୁଥିବା କହିଛନ୍ତି ତାରା । ଭଲ ଅଫିସଙ୍କୁ ବଦଳ କରି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ନିଯୁକ୍ତି ଦିଆଯାଉଛି । ତେଣୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମାଡ଼ ଦରକାର ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ଦେଖନ୍ତୁ ତାରା ପ୍ରସାଦଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ।
ତାରା ପ୍ରସାଦ ବାହିନୀପତିଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର !
/kanak/media/post_attachments/wp-content/uploads/2017/09/vlcsnap-2017-09-16-19h04m54s214.png)