ଅଭିନେତା ଅନୁଭବଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର !

141

ଦଶହରାରେ ଓଡିଆ ଫିଲ୍ମରେ କଡା ଟକ୍କର । ଅନୁଭବ- ଅରିନ୍ଦମ-ବାବୁସାନଙ୍କ ଫିଲ୍ମଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା । ତିନି ତିନି ଜଣ ଷ୍ଟାରଙ୍କ ଫିଲ୍ମ ବଡପରଦାରେ ରାଜ୍ କରୁଛି । ସୁପରଷ୍ଟାର ଅନୁଭବଙ୍କ ବାବୁଲା ବାରବୁଲା ଏକ ନିଆରା ଢଙ୍ଗର ଫିଲ୍ମ ହୋଇଥିବା ବେଳେ ବିଦେଶରେ ଏହାର କେତେ ଅଂଶ ସୁଟିଂ ହୋଇଛି । ତେବେ  ଓଡିଆ ଫିଲ୍ମର କ୍ରେଜ୍ ଜାରି ରହିଛି ଏବଂ ଓଲିଉଡ୍ ଧିରେ ଧିରେ ଅଧିକ ଉନ୍ନତି କରୁଛି ବୋଲି କହିଛନ୍ତି ଫିଲ୍ମ ସୁପରଷ୍ଟାର ଅନୁଭବ। ଓଡିଆ ସିନେମାକୁ ନେଇ ୱାନ୍ ଟୁ ୱାନରେ ଦେଖନ୍ତୁ ଅଭିନେତା ଅନୁଭବଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର  ।