ପରଦାକୁ ଆସିବ ଅକ୍ଷୟ କୁମାରଙ୍କ ଅପକମିଂ ସିନେମା ‘ପ୍ୟାଡ଼ମ୍ୟାନ’ । ସିନେମାର କାହାଣୀ ସାମାଜିକ ଘଟଣା ଉପରେ ଆଧାରିତ ହୋଇଛି । ସିନେମାଟି ୨୦୧୮ରେ ପରଦାକୁ ଆସିବ ।
ଅରୁଣାଚଳ ପ୍ରଦେଶର ମୁରୁଗନାଥମଙ୍କ ବାସ୍ତବିକ ଜୀବନର ସଫଳତା କାହଣୀ ଉପରେ ଏହି ସିନେମାଟି ଆଧାରିତ । ମୁରୁଗନାଥମ ଭାରତରେ ପ୍ରଥମ କରି ଶସ୍ତା ସେନିଟାରୀ ନ୍ୟାପକିନ ବନେଇଥିଲେ ।
ସିନେମାଟିକୁ ପ୍ରଡ଼୍ୟୁସ କରିଛନ୍ତି ଟ୍ୱିଙ୍କିଲ ଖାନ୍ । ସିନେମାଟି ୨୬ ଜାନୁଆରୀରେ ପରଦାକୁ ଆସିବ । ଯାହାକୁ ନେଇ ଅକ୍ଷୟ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ଅକ୍ଷୟ ଆଶା ରଖିଛନ୍ତି କି ସିନେମା ବକ୍ସ ଅଫିସରେ ଭଲ ବ୍ୟବସାୟ କରି । ଏଥିରେ ଅକ୍ଷୟ କୁମାରଙ୍କ ସହ ସୋନମ କାପୁର, ରାଧିକ ଆପ୍ତେ ମଧ୍ୟ ନଜର ଆସିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/padman1.jpg)