ଅଭିନେତା ଶାହିଦ୍ କପୁର ଇନଷ୍ଟାଗ୍ରାମରେ ସେୟାର କରିଥିବା ଏକ ଭିଡିଓ ଖୁବ ଲୋକପ୍ରିୟ ସାଜିଛି । ଏଥିରେ ସେ ନିଜ ଝିଅ ମୀଶା ସହ ନୃତ୍ୟ କରିବାର ଦୃଶ୍ୟ ରହିଛି । ୱାର୍ଲ୍ଡ ଡ୍ୟାନ୍ସ ଡେ’ର ଅବସରରେ ଏହି ଭିଡିଓ ସେୟାର କରି ଶାହଦ୍ ଝିଅ ମୀଶା ପାଇଁ ଲେଖିଛନ୍ତି- “ନୃତ୍ୟ ତୁମର ରକ୍ତରେ ଅଛି ” ।
ଶାହିଦ୍ ଓ ତାଙ୍କ ପତ୍ନୀ ମୀରା ରାଜପୁତଙ୍କ ପ୍ରଥମ ସନ୍ତାନ ମୀଶାଙ୍କ ଜନ୍ମ ୨୬ଅଗଷ୍ଟ ୨୦୧୬ରେ ହୋଇଥିଲା ।
ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/sahid.jpg)