ସଚିନଙ୍କ ବାୟୋପିକ ଫିଲ୍ମର ଶୁଭକାମନା ଜଣାଇଲେ ରଜନୀକାନ୍ତ

29

ଦକ୍ଷିଣ ଭାରତୀୟ ଫିଲ୍ମର ବିଗ୍ ଷ୍ଟାର ଅଭିନେତା ରଜନୀକାନ୍ତ । ପୂର୍ବତନ କ୍ରିକେଟ ଖେଳାଳୀ ସଚିନଙ୍କୁ ଦେଇଛନ୍ତି ଶୁଭ କାମନା । ସଚିନଙ୍କ ବାୟୋପିକ୍ ଫିଲ୍ମ ‘ସଚିନ୍ : ଏ ବିଲିୟନ ଡ୍ରିମ୍ସ’ ର ସଫଳତା ପାଇଁ ଆଶା ବ୍ୟକ୍ତ କରିଛନ୍ତି । ରଜନୀକାନ୍ତ ଟ୍ୱିଟ୍ କରି କହିଛନ୍ତି – “ ପ୍ରିୟ ସଚିନ , ‘ସଚିନ୍ : ଏ ବିଲିୟନ ଡ୍ରିମ୍ସ’ ର ସଫଳତା ପାଇଁ ମୋ ତରଫରୁ ଶୁଭ କାମନା ’ । ଏହାର ଜବାବରେ ସଚିନ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।