ଅଜବ ସ୍କୁଲର ଗଜବ ବ୍ୟବସ୍ଥା : ୫ଶହ ଟଙ୍କାରେ ପ୍ରକ୍ସି ଟିଚର୍

29

ସ୍ୱାସ୍ଥ୍ୟ, ଗମନାଗମନ ଓ ଅନ୍ୟ ସବୁଥିରେ ନିନ୍ଦିତ ହେଉଥିବା ନବରଂଗପୁରରେ ଏବେ ଦେଖିବାକୁ ମିଳିଛି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯେଉଁଠାରେ ଭଡାରେ ଚାଲିଛି ଶିକ୍ଷକତା । ଆଉ ଶିକ୍ଷାଦାନ କରୁଛନ୍ତି ଜଣେ ନାବାଳକ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ତିନି ମାସ ହେବ ଏପରି ଭଡାରେ ଶିକ୍ଷାଦାନ ଚାଲୁଥିଲେ ମଧ୍ୟ କର୍ତୃପକ୍ଷଙ୍କ ପାଖରେ ଏନେଇ କୌଣସି ଖବର ନାହିଁ । ଦେଖନ୍ତୁ କନକ ନ୍ୟୁଜର ଏହି ସ୍ୱତନ୍ତ୍ର ରିପୋର୍ଟ ।