ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଧୀରେ ଧରେ ଫିଟୁଛି ଫ୍ୟାକଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗରେ ନିଯୁକ୍ତି ଅନିୟମିତତା । ନିଲମ୍ବିତ ସହକାରୀ ନିର୍ଦେଶକ ଡାକ୍ତର ମୋତିଲାଲ ଗୌଡଙ୍କ ପରି ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ବିରୋଧରେ ବି ରହିଛି ଅପରାଧୀକ ରେକର୍ଡ । କନକ ନ୍ୟୁଜର ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ପୂର୍ଣ୍ଣଙ୍କ ବିରୋଧରେ ଭିଜିଲାନସ୍ ମାମଲା ବିଚାରାଧୀନ ରହିଛି । ଦେଖନ୍ତୁ ଏହି ଏକ୍ସକ୍ଲୁସିଭ୍ ରିପୋର୍ଟ ।
ମୋତିଲାଲଙ୍କ ପରେ ପିସି ଦାସ : କାଠଗଡାରେ ଫ୍ୟାକଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ଆଉ ଜଣେ ନିର୍ଦେଶକ
/kanak/media/post_attachments/wp-content/uploads/2016/06/vlcsnap-2016-06-22-19h01m55s531.png)