ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର ଏବଂ ଦୀପିକାଙ୍କ ବିବାହର ପ୍ରସ୍ତୁତି ଇଟାଲୀର କୋମୋ ଲେକ ଠାରେ ଆରମ୍ଭ ହୋଇସାରିଛି । ଗତକାଲି ମେହେନ୍ଦୀ ଏବଂ ସଙ୍ଗୀତ କାର୍ୟ୍ୟକ୍ରମ ସମ୍ପନ୍ନ ହୋଇସାରିଛି । ତେବେ ବିବାହ ପ୍ରସ୍ତୁତିର ଫଟୋ ସାମ୍ନାକୁ ଆସିଛି ।
ଦୁଇଜଣଙ୍କ ବିବାହ ୧୪ ଅର୍ଥାତ୍ ଆଜି କୋଙ୍କଣି ପରମ୍ପରା ଏବଂ ଆସନ୍ତାକାଲି ସିନ୍ଧୀ ପରମ୍ପରାରେ ସମ୍ପନ୍ନ ହେବ ।
କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ଦୁଇ ପରିବାରର ସଂପର୍କୀୟ ଇଟାଲୀରେ ପହଂଚି ସାରିଛନ୍ତି ।
ବିବାହର ଭେନ୍ୟୁ ଏତେ ସୁନ୍ଦର ଯେ ଏହାକୁ ଦେଖିବା ମାତ୍ରେ ଆପଣ ମଧ୍ୟ ଇଛା କରିବେ ଏହି ସ୍ଥାନରେ ବିବାହ କରିବା ପାଇଁ ।
ଖବର ଅନୁସାରେ ଏହି ବିଲା ରଣବୀର ଏବଂ ଦୀପିକାଙ୍କ ପାଇଁ ସଂପୂର୍ଣ୍ଣ ଭାବରେ ବୁକ କରାସରିଛି ।
ଇଟାଲୀର ଲେକ କୋମୋ ଇତିହାସ ୧୦ ବର୍ଷ ପୁରୁଣା ।ଏହା ସଂପୂର୍ଣ୍ଣ ଭାବରେ ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୂର ।
ବଗିଚାରେ ଅତିଥିଙ୍କ ଆରାମ ପାଇଁ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/komo-1.png)
/kanak/media/post_attachments/wp-content/uploads/2018/11/komo-300x247.png)
/kanak/media/post_attachments/wp-content/uploads/2018/11/komo-2-300x199.png)
/kanak/media/post_attachments/wp-content/uploads/2018/11/komo-3-300x202.png)
/kanak/media/post_attachments/wp-content/uploads/2018/11/komo-4-300x235.png)
/kanak/media/post_attachments/wp-content/uploads/2018/11/komo-5-300x246.png)
/kanak/media/post_attachments/wp-content/uploads/2018/11/komo-6-300x254.png)
/kanak/media/post_attachments/wp-content/uploads/2018/11/komo-9-300x204.png)