ଅଭାବନୀୟ ଘଟଣା : ବ୍ୟାଙ୍କ କର୍ମଚାରୀଙ୍କ ଉଦାସୀନ ମନୋଭାବ ପାଇଁ ଚାଲିଗଲା ଜୀବନ

29

ଟିଟିଲାଗଡ : ବିପଦ ବେଳେ କାମ ଦେବ । ଏହା ଲକ୍ଷ୍ୟ ନେଇ ଲୋକେ ବ୍ୟାଙ୍କରେ ଟଙ୍କା ରଖନ୍ତି । କିନ୍ତୁ ଏହି ଟଙ୍କା ତାଙ୍କ ଜୀବନ ବଂଚାଇବ ଭାବି ବ୍ୟାଙ୍କକୁ ଆସିଥିବା ଗ୍ରାହକ ଜଣକ ସେଠାରେ ହିଁ ପ୍ରାଣ ହରାଇଲେ । ଏଭଳି ଏକ ଅତି ସମ୍ବେଦନଶୀଳ ଘଟଣା ଘଟିଛି ଟିଟିଲାଗଡ ସହରରେ ।