ମା’ପାଇଁ ଝିଅ

0

ବରଗଡ : ଚର୍ଚ୍ଚାରେ ପୁଣି ବରଗଡର ସୋହେଲା । ଏଥର କିନ୍ତୁ ଚାଷୀ ସମାବେଶ କିମ୍ବା ଚାଷୀ ମୃତୁ୍ୟ ପାଇଁ ନୁହେଁ । ବରଂ ଏଭଳି ଏକ ଘଟଣା ପାଇଁ ଯାହା ସଭ୍ୟ ସମାଜର ମାନବିକତାକୁ ନେଇ ଛିଡା କରିଛି ପ୍ରଶ୍ନବାଚୀ । ମାଆର ଶବ ସକ୍ରାର ପାଇଁ ଅଂଟା ଭିଡିଛନ୍ତି ଦୁଇ ଝିଅ । କାରଣ ଶବ ଉଠାଇବାକୁ ନା ଗ୍ରାମବାସୀ ନା ପାଖ ଗାଁରେ ରହୁଥିବା ମୃତ ଦେଇ ପ୍ରଧାନଙ୍କ ଭାଇ ଆନନ୍ଦ ବାରିକ କେହି ଜଣେ ବି ଦେଲେନି କାନ୍ଧ । ଫଳରେ ୪ଟି କାନ୍ଧ ପରିବର୍ତେ ୩ କାନ୍ଧରେ ମଶାଣି ଗଲା ଶବ ।

ଅଧିକ ତଥ୍ୟ ପାଇଁ ଦେଖନ୍ତୁ :

Comments are closed.