ବରଗଡ : ଚର୍ଚ୍ଚାରେ ପୁଣି ବରଗଡର ସୋହେଲା । ଏଥର କିନ୍ତୁ ଚାଷୀ ସମାବେଶ କିମ୍ବା ଚାଷୀ ମୃତୁ୍ୟ ପାଇଁ ନୁହେଁ । ବରଂ ଏଭଳି ଏକ ଘଟଣା ପାଇଁ ଯାହା ସଭ୍ୟ ସମାଜର ମାନବିକତାକୁ ନେଇ ଛିଡା କରିଛି ପ୍ରଶ୍ନବାଚୀ । ମାଆର ଶବ ସକ୍ରାର ପାଇଁ ଅଂଟା ଭିଡିଛନ୍ତି ଦୁଇ ଝିଅ । କାରଣ ଶବ ଉଠାଇବାକୁ ନା ଗ୍ରାମବାସୀ ନା ପାଖ ଗାଁରେ ରହୁଥିବା ମୃତ ଦେଇ ପ୍ରଧାନଙ୍କ ଭାଇ ଆନନ୍ଦ ବାରିକ କେହି ଜଣେ ବି ଦେଲେନି କାନ୍ଧ । ଫଳରେ ୪ଟି କାନ୍ଧ ପରିବର୍ତେ ୩ କାନ୍ଧରେ ମଶାଣି ଗଲା ଶବ ।
ଅଧିକ ତଥ୍ୟ ପାଇଁ ଦେଖନ୍ତୁ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/04/c-a-s.jpg)