ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର ଗିରଫ ଘଟଣାରେ ନବକଳେବର ଭିର୍ତିଭୂମି କମିଟିର ଅଧ୍ୟକ୍ଷ ମହେଶ୍ୱର ମହାନ୍ତିଙ୍କ ସହ ଆଲୋଚନା କରିଛନ୍ତି ଦଇତାପତି ନିଯୋଗ । ସଂନ୍ଧ୍ୟା ସୁଦ୍ଧା ମାମଲାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଥିବା ଦଇତାପତି ନିଯୋଗ ପକ୍ଷରୁ କୁହାଯାଇଛି । ସେପଟେ ସମସ୍ତଙ୍କୁ ଦୁର୍ବ୍ୟବହାର କରିବା ଡାକ୍ତରଙ୍କ ଅଭ୍ୟାସ ରହିଛି । ପ୍ରେମାନନ୍ଦ ଦାସ ମହାପାତ୍ରଙ୍କୁ ଡାକ୍ତର ଦୁର୍ବ୍ୟବହାର କରିଥିବା କରିଛନ୍ତି । ମାମଲାର ଏକ ପାଖିଆ ତଦନ୍ତ କରାଯାଇଛି ଓ ଏହା ପଛରେ ଏକ ଚକ୍ରାନ୍ତ ଥିବା କହିଛନ୍ତି ବିନାୟକ ଦାସ ମହାପାତ୍ର ।
ଦଇତାଙ୍କ ସପକ୍ଷରେ ବାହାରିଲା ନିଯୋଗ : ପ୍ରେମାନନ୍ଦଙ୍କ ଗିରଫ ପ୍ରସଙ୍ଗରେ ପୁରୀ ବିଧାୟକଙ୍କୁ ଫେରାଦ
/kanak/media/post_attachments/wp-content/uploads/2016/06/vlcsnap-2016-06-25-16h06m49s277.png)