କନକ ବ୍ୟୁରୋ : ୫ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ଆଜି ଭଦ୍ରକ ଯିବା ନେଇ ନବୀନ ସୂଚନା ଦେଇଛନ୍ତି । ମନ୍ତ୍ରିମଣ୍ଡଳ ଅଦଳ ବଦଳ ନେଇ ନବୀନ କହିଛନ୍ତି, ଚିନ୍ତା କରୁଛି, ଦେଖାଯାଉ କଣ ହେଉଛି । ସେହିପରି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ନେଇ ବି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ବିଜେଡି ଉପରେ ଏହାର କିଛି ପ୍ରଭାବ ପଡିବନି ।
ଚିନ୍ତାରେ ମନ୍ତ୍ରୀ ! ମନ୍ତ୍ରିମଣ୍ଡଳ ଅଦଳ ବଦଳ ନେଇ ପୁଣି ପ୍ରକାଶ ପାଇଲା କଳ୍ପନା ଜଳ୍ପନା
/kanak/media/post_attachments/wp-content/uploads/2017/04/vlcsnap-2017-04-12-08h18m26s788.png)