କନକ ବ୍ୟୁରୋ : ଓଡିଆ ନୂତନ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ କରି ମହାବିଷୁବ ସଂକ୍ରାନ୍ତି ଓ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ମହାପ୍ରଭୁ ଜଗନ୍ନାଥ କୃପାରୁ ନୂଆ ବର୍ଷ ଓଡିଶାବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି କହିଛନ୍ତି ନବୀନ ।