ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ କଟକର ୩ ବିଧାୟକ । ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ ଓ ପ୍ରତାପ ଜେନା ନବୀନଙ୍କ ପ୍ରକୋଷ୍ଠରେ ଉପସ୍ଥିତ ହୋଇଛନ୍ତି । ଏମାନଙ୍କ ସହ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ଅଛନ୍ତି । କଟକ ମହାନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ନେଇ ଦାମଙ୍କ ମତ ଓ ଭୂତ ଉପାଖ୍ୟାନ ପ୍ରସଙ୍ଗରେ ନବୀନ ଏମାନଙ୍କ ଆଲୋଚନା କରୁଥିବା ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ କଟକର ତିନି ବିଧାୟକ
/kanak/media/post_attachments/wp-content/uploads/2016/06/vlcsnap-2016-06-16-13h00m47s492.png)