‘ଚନ୍ଦା ମାମା ଦୂର କେ’ରେ ନଜର ଆସିବେ ସୁଶାନ୍ତ ଓ ନୱାଜୁଦ୍ଦିନ

27

ବିକି ରଜାନୀଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘ ଚନ୍ଦା ମାମା ଦୂର କେ ’ରେ ଏକାଠି ନଜର ଆସିବେ ଅଭିନେତା ସୁଶାନ୍ତ ସିଂ ଓ ନୱାଜୁଦ୍ଦିନ ସିଦ୍ଦିକ୍ ।
ଏହା ଏକ ଭବିଷ୍ୟତ ଉପରେ ଆଧାରିତ ଫିଲ୍ମ । ଏଥିରେ ମହାକାଶ ଯାତ୍ରୀର ଭୂମିକାରେ ନଜର ଆସୁଛନ୍ତି ନୱାଜୁଦ୍ଦିନ ଏବଂ ଯିଏ ଭାରତର ମିଶନରେ ଚନ୍ଦ୍ରକୁ ଯାଉଛନ୍ତି । “ମୋତେ ନୂଆ ନୂଆ ଜିନିଷ ସହ କାମ କରିବାକୁ ଭଲ ଲାଗେ ”ବୋଲି ନୱାଜୁଦ୍ଦିନ କହିଛନ୍ତି ।