କନକ ବ୍ୟୁରୋ : ଜନତା ମଇଦାନରେ ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଇଛନ୍ତି ହଜାର ହଜାର ଦର୍ଶକ । ନିଜ କଣ୍ଠର ଯାଦୁରେ ସମସ୍ତଙ୍କୁ ଝୁମାଇଥିଲେ ବଲିଉଡ ଷ୍ଟାର ସିଙ୍ଗର ଉଦିତ୍ ନାରାୟଣ । ‘କୟାମତ ସେ କୟାମତ ତକ୍’, ‘ଯାଦୁ ତେରି ନଜର’ ଗୀତ ଗାଇ ସଂପୂର୍ଣ୍ଣ ପରିବେଶରେ ରୋମାଂଚ ଭରି ଦେଇଥିଲେ ।
‘ପ୍ରଥମ ପ୍ରେମର ପ୍ରଥମ ଚିଠି’ ଗୀତ ଗାଇ ଓଡିଆ ଦର୍ଶକଙ୍କୁ ହଜେଇ ଦେଇଥିଲେ ପ୍ରେମରେ । ଖୁବ୍ ମତୁଆଲା ହୋଇଥିଲେ ଉପସ୍ଥିତ ସଂଗୀତ ପ୍ରେମୀ । ରାତି ବଢିବା ସହ ଗୋଟିଏ ପରେ ଗୋଟିଏ ସୁମଧୁର ଗୀତରେ ବଢୁଥିବା ଉଦିତ ନାରାୟଣଙ୍କ କାର୍ଯ୍ୟକ୍ରମ ।
ଦେଖନ୍ତୁ ଏହି ଭିଡିଓ -
ଏହାସହ ମଧ୍ୟ ଦେଖନ୍ତୁ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Capture.jpg)