କାଷ୍ଟିଂ କାଉଚ୍ ଅଭିଯୋଗ ପ୍ରସଙ୍ଗ : ବିନି ସାମଲଙ୍କୁ ଜବାବ ରଖିଲେ ଅଭିନେତ୍ରୀ ଶର୍ମିଷ୍ଠା

2

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିନି ସାମଲଙ୍କୁ ଜବାବ ରଖିଲେ ଶର୍ମିଷ୍ଠା । ୨ ଲକ୍ଷ ଟଙ୍କାର ପ୍ରମାଣ ଦିଅନ୍ତୁ ବିନି ସାମଲ । ପୁଲିସ ଓ ଗଣମାଧ୍ୟମକୁ ସମସ୍ତ ପ୍ରମାଣ ଦେଇଥିବା କଥା ଶର୍ମିଷ୍ଠା କହିଛନ୍ତି । ଟଙ୍କା ଦେବା ପାଇଁ ୬ ମାସ ଅପେକ୍ଷା କରିବାକୁ କହିଥିଲେ ବିନି, ମୁଁ ସମସ୍ତ ପ୍ରମାଣ ସହିତ ବିନିଙ୍କୁ ଚ୍ୟାଲେଂଜ କରୁଛି ବୋଲି କହିଛନ୍ତି ଶର୍ମିଷ୍ଠା ।

Comments are closed.