ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିନି ସାମଲଙ୍କୁ ଜବାବ ରଖିଲେ ଶର୍ମିଷ୍ଠା । ୨ ଲକ୍ଷ ଟଙ୍କାର ପ୍ରମାଣ ଦିଅନ୍ତୁ ବିନି ସାମଲ । ପୁଲିସ ଓ ଗଣମାଧ୍ୟମକୁ ସମସ୍ତ ପ୍ରମାଣ ଦେଇଥିବା କଥା ଶର୍ମିଷ୍ଠା କହିଛନ୍ତି । ଟଙ୍କା ଦେବା ପାଇଁ ୬ ମାସ ଅପେକ୍ଷା କରିବାକୁ କହିଥିଲେ ବିନି, ମୁଁ ସମସ୍ତ ପ୍ରମାଣ ସହିତ ବିନିଙ୍କୁ ଚ୍ୟାଲେଂଜ କରୁଛି ବୋଲି କହିଛନ୍ତି ଶର୍ମିଷ୍ଠା ।
କାଷ୍ଟିଂ କାଉଚ୍ ଅଭିଯୋଗ ପ୍ରସଙ୍ଗ : ବିନି ସାମଲଙ୍କୁ ଜବାବ ରଖିଲେ ଅଭିନେତ୍ରୀ ଶର୍ମିଷ୍ଠା
/kanak/media/post_attachments/wp-content/uploads/2016/06/Screen-shot-2016-06-27-at-1.02.49-PM.png)