ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅପରେସନ ମଙ୍କି । ସକାଳୁ ଟର୍ମିନାଲ ଭିତରକୁ ପଶିଆସିଥିବା ମାଙ୍କଡ ବନବିଭାଗକୁ କରିଛି ନାକେଦମ୍ । ତେବେ ୫ ଘଂଟାରୁ ଅଧିକ ସମୟ ହେବ ମାଙ୍କଡକୁ ଧରିବା ପାଇଁ ବନ ବିଭାଗ ଟିମ୍ ଉଦ୍ୟମ ଜାରି ରଖିଥିଲେ ସୁଦ୍ଧା ବିଫଳ ହୋଇଛି । ଏବେ ବି ମାଙ୍କଡ ଟି ଟର୍ମିନାଲ ଭିତରେ ରହିଛି । ବନ ବିଭାଗ ପକ୍ଷରୁ ଦିଆଯାଉଥିବା ନିଶ୍ଟେତକ ମାଙ୍କଡକୁ କାଟୁ କରୁନି । ନିଶା ଔଷଧ ମିଶା ୬ଟି କଦଳି ଖାଇବା ପରେ ବି ମାଙ୍କଡଟି ଉପରେ କୌଣସି ପ୍ରଭାବ ପଡୁନଥିବାରୁ ଚିନ୍ତାରେ ପଡିଛି ବନ ବିଭାଗ ।
ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନ ବନ୍ଦରରେ ମାଙ୍କଡ,ବନବିଭାଗ ନାକେଦମ୍
/kanak/media/post_attachments/wp-content/uploads/2016/04/vlcsnap-2016-04-08-15h42m31s167.png)