ରେଜଲଟରେ ରେକର୍ଡ

16

ମାଟ୍ରିକରେ ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ ଓ ଫଳମଧ୍ୟ ରେକର୍ଡ ସଂଖ୍ୟକ ହୋଇଛି । ୮୫.୨୦% ରେଜଲଟ୍ ହୋଇଛି ଆଉ ଏହା ବୋର୍ଡ ଇତିହାସରେ ରେକର୍ଡ ସୃଷ୍ଟି କରିଛି । ମାଟ୍ରିକ ପରୀକ୍ଷା ଫଳାଫଳ କୁ ନେଇକି ଆମେ ଗର୍ବ କରିବାର ସମୟ ଆସିଛି କି ? ଆମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏତିକି ଦକ୍ଷତା ବଢିଛି କି ଯେ ଆମେ ୮୫.୨୦% ରେଜେଲଟ୍ କୁ ନେଇ ଖୁସି ମନାଇବା କି ସେଲିବ୍ରେଟ୍ କରିବା ର ସମୟ ଆସିଛି କି, କମ୍ପିଡିସନ୍ ବଢିଯାଇଛି ଏବଂ ଛାତ୍ରଛାତ୍ରୀ ମାନେ ସେହି ଅନୁସାରେ ଆଗକୁ ବଢିଚାଲିଛନ୍ତି । କ୍ୱାଲିଟି ଏବଂ କ୍ୱାଂଟିଟି ର କଥା ଆସିଲେ ଆମ ଛାତ୍ରଛାତ୍ରୀ ପଛରେ ପଡିଯିବନି ତ ଏହି ତମାମ ପ୍ରସଙ୍ଗ ଉପରେ ବିତର୍କ ଦେଖନ୍ତୁ କନକ ନ୍ୟୁଜ୍ ର ବିଗ୍ ଡିବେଟ୍
û