ବିଭିନ୍ନ ଦାବିକୁ ନେଇ ଭୂଷଣ କାରଖାନା ମୂଖ୍ୟ ଫାଟକରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ

0

ଢେଙ୍କାନାଳ : ଭୂଷଣ କାରଖାନା ମୂଖ୍ୟ ଫାଟକରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ । ବିଭିନ୍ନ ଦାବିକୁ ନେଇ ଗାଁଲୋକେ କାରାଖାନାର ମୂଖ୍ୟ ଫାଟକରେ ତାଲା ପକାଇଛନ୍ତି । କିସ୍କିନ୍ଦା ନାଳ ଉପରେ ପୋଲ ନିର୍ମାଣ ସହ ପାନୀୟ ଜଳ ଯୋଗାଣ ଦାବିରେ ତାଳବାହାଳି ଗ୍ରାମବାସୀ ତାଲା ପକାଇଥିବା କହିଛନ୍ତି ।

Comments are closed.