ଢେଙ୍କାନାଳ : ଭୂଷଣ କାରଖାନା ମୂଖ୍ୟ ଫାଟକରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ । ବିଭିନ୍ନ ଦାବିକୁ ନେଇ ଗାଁଲୋକେ କାରାଖାନାର ମୂଖ୍ୟ ଫାଟକରେ ତାଲା ପକାଇଛନ୍ତି । କିସ୍କିନ୍ଦା ନାଳ ଉପରେ ପୋଲ ନିର୍ମାଣ ସହ ପାନୀୟ ଜଳ ଯୋଗାଣ ଦାବିରେ ତାଳବାହାଳି ଗ୍ରାମବାସୀ ତାଲା ପକାଇଥିବା କହିଛନ୍ତି ।
ବିଭିନ୍ନ ଦାବିକୁ ନେଇ ଭୂଷଣ କାରଖାନା ମୂଖ୍ୟ ଫାଟକରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ
/kanak/media/post_attachments/wp-content/uploads/2016/06/vlcsnap-2016-06-27-12h44m38s309.png)