କନକ ବ୍ୟୁରୋ : ତାତିରୁ ମିଳିଲା ଆଶ୍ୱସ୍ତି । ଭୁବନେଶ୍ୱରରେ କାଳବୈଶାଖୀ । ପ୍ରଭାବରେ ରାଜଧାନୀରେ ପବନ ବହିବା ସହ କୁଆପଥର ବର୍ଷା ହୋଇଛି । କାଳବୈଶାଖୀ ପରେ ଦୀର୍ଘ ଦିନର ଗୁଳୁଗୁଳି ଏବଂ ଗରମରୁ ମୁକ୍ତି ପାଇଛନ୍ତି ରାଜଧାନୀବାସୀ ।
ତାତିରୁ ମିଳିଲା ଆଶ୍ୱସ୍ତି ! ରାଜଧାନୀରେ କାଳବୈଶାଖୀ
/kanak/media/post_attachments/wp-content/uploads/2016/10/rain-generic_650x400_71457950721.jpg)