ତାତିରୁ ମିଳିଲା ଆଶ୍ୱସ୍ତି ! ରାଜଧାନୀରେ କାଳବୈଶାଖୀ

3

କନକ ବ୍ୟୁରୋ : ତାତିରୁ ମିଳିଲା ଆଶ୍ୱସ୍ତି । ଭୁବନେଶ୍ୱରରେ କାଳବୈଶାଖୀ । ପ୍ରଭାବରେ ରାଜଧାନୀରେ ପବନ ବହିବା ସହ କୁଆପଥର ବର୍ଷା ହୋଇଛି ।  କାଳବୈଶାଖୀ ପରେ ଦୀର୍ଘ ଦିନର ଗୁଳୁଗୁଳି ଏବଂ ଗରମରୁ ମୁକ୍ତି ପାଇଛନ୍ତି ରାଜଧାନୀବାସୀ ।

Comments are closed.