ବଲାଙ୍ଗୀର: ବଲାଙ୍ଗୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏନଏଚ-୨୬ରେ ପୋଲ ତଳକୁ ମିନି ଟ୍ରକ ଖସି ୨ ଜଣଙ୍କ ମୃତ୍ୟୁ ହୋଇଛି । ୪ ଗୁରୁତର ଅଛନ୍ତି । ଛତାମଖନା ନିକଟ ଜାମଶୋର ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତି କରାଯାଇଛି ।
ବଲାଙ୍ଗୀର ଛତାମଖନା ନିକଟରେ ପୋଲ ତଳକୁ ଖସିଲା ମିନିଟ୍ରକ : ୨ ମୃତ, ୪ଗୁରୁତର
/kanak/media/post_attachments/wp-content/uploads/2016/05/Screen-shot-2016-05-30-at-9.58.56-AM.png)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)