ଲିଙ୍ଗରାଜଙ୍କ ଦର୍ଶନ କଲେ ଆସାମ ରାଜ୍ୟପାଳ ବନୱାରୀଲାଲ ପୁରୋହିତ

0

କନକ ବ୍ୟୁରୋ : ଲିଙ୍ଗରାଜଙ୍କ ଦର୍ଶନ କଲେ ଆସାମ ରାଜ୍ୟପାଳ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ଆସାମ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିରରେ କିଛି ସମୟ ରହିବା ସହ ପୂଜର୍ଚ୍ଚେନ କରିଥିଲେ । ମନ୍ଦିର ବେଢା ଓ ମନ୍ଦିରର କାରୁକାର୍ଯ୍ୟ ବୁଲି ଦେଖିଥିଲେ  । ଆସାମ ରାଜ୍ୟପାଳଙ୍କ ମନ୍ଦିର ଦର୍ଶନ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା  ।

Comments are closed.