କନକ ବ୍ୟୁରୋ : ଲିଙ୍ଗରାଜଙ୍କ ଦର୍ଶନ କଲେ ଆସାମ ରାଜ୍ୟପାଳ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ଆସାମ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିରରେ କିଛି ସମୟ ରହିବା ସହ ପୂଜର୍ଚ୍ଚେନ କରିଥିଲେ । ମନ୍ଦିର ବେଢା ଓ ମନ୍ଦିରର କାରୁକାର୍ଯ୍ୟ ବୁଲି ଦେଖିଥିଲେ । ଆସାମ ରାଜ୍ୟପାଳଙ୍କ ମନ୍ଦିର ଦର୍ଶନ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଲିଙ୍ଗରାଜଙ୍କ ଦର୍ଶନ କଲେ ଆସାମ ରାଜ୍ୟପାଳ ବନୱାରୀଲାଲ ପୁରୋହିତ
/kanak/media/post_attachments/wp-content/uploads/2017/04/asam.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)